- VISWA SAMBAD KENDRA,ODISHA
- News paper clipping
- Phone / Fax :(0674) 2953383,
- Email: visakeobbsr@gmail.com,
- Web:www.vskodisha.com
ଖବର ଆଜିର
ଦିଲ୍ଲୀ-ମିରଟ୍ ‘ରାପିଡ୍ ରେଲ୍ କରିଡର୍’ ଉଦ୍ଘାଟନ କରି ପ୍ରଥମ ‘ରାପିଡ୍ଏକ୍ସ୍’ ଟ୍ରେନ୍ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
ହମାସ୍ ଓ ପୁଟିନ୍ଙ୍କୁ ଜିତାଇ ଦେବୁନାହିଁ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍
ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି: ଗଜପତି
ଜୁଆଙ୍ଗ ସାହିରେ ଜଗିଛି ଯମ! ମାସକରେ ୧୧ ମଲେଣି
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମରେ ଅଜଣା ରୋଗ ନେଉଛି ଜୀବନ। ଗ୍ରାମର ଜୁଆଙ୍ଗ ସାହିରେ ମାସକ ମଧ୍ୟରେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଏହି ସାହିର ଆଦିମ ଜନଜାତି ଜୁଆଙ୍ଗ ସଂପ୍ରଦାୟର ୨୦ରୁ ଊର୍ଦ୍ଧ୍ବ ଲୋକ ରୋଗାକ୍ରାନ୍ତ ହୋଇ ବିଛଣା ଧରିଛନ୍ତି। ଗ୍ରାମର ଗୋଟିଏ ଗୋଟିଏ ପରିବାରର ଏକାଧିକ ସଦସ୍ୟ ଦିନ କେଇଟାରେ ଆରପାରିକୁ ଚାଲିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି; ସତେ ଯେମିତି ଜୁଆଙ୍ଗ ସାହିରେ ଯମ ଜଗିଛି।
ଘରୋଇ ବସ୍ ମାଲିକ ସଂଘର ଆନ୍ଦୋଳନ..
ସାରା ରାଜ୍ୟରେ ଗଡୁନି ଘରୋଇ ବସ୍..
ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ନମିଳିବାରୁ ଆନ୍ଦୋଳନ ଜାରି..
ଆଇସିସି କ୍ରିକେଟ ବିଶ୍ବକପ : ଆଜି ବାଙ୍ଗାଲୋରର ଏମ୍. ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା..
ନବରାତ୍ରୀର ଆଜି ଷଷ୍ଠ ଦିନ, କାତ୍ୟାୟନୀ ରୂପରେ ଚାଳିଛି ମା’ଙ୍କର ପୂଜା ଆରାଧନା..
ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜି ମା’ଙ୍କ ସପ୍ତମୀ ପୂଜା, ପୂଜା ମଣ୍ଡପରେ ମା’ଙ୍କ ଆବାହନ ପାଇଁ ଚାଲିଛି ଶେଷ ପ୍ରସ୍ତୁତି..
ଦୁର୍ଗାପୂଜା ପାଇଁ ଆଜି ଠାରୁ ରାଜ୍ୟର ବିଦ୍ୟାଳୟ ବନ୍ଦ ରହିବ, ଆସନ୍ତା ୨୯ ତାରିଖ ଯାଏଁ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି..
ଆଜିଠାରୁ ଉଚ୍ଚ ନ୍ୟାୟାଳୟରେ ଦଶହରା ଅବକାଶ, ୩୦ରେ ପୁନର୍ବାର କୋର୍ଟ ଖୋଲିବ..
ଭାରତ-କାନାଡା ବିବାଦ ତୀବ୍ର : ଭାରତରୁ ୪୧ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କଲା କାନାଡା..
Comments
Post a Comment